View Webisite in     English   ଓଡ଼ିଆ
Website last updated  : Jun 5 2024 3:43:33:190PM
9437403755 dbo.ouat@gmail.com
Farm Advisory
ଜଳ ସେଚିତ ମଧ୍ୟମ କିସମ ଜମି ପାଇଁ ଧାନ କିସମ ଯଥା ନବୀନ,ଲଲାଟ,ସି. ଆର.ଧାନ -305,ସି.ଆର. ଧାନ-୩୦୪,ସି.ଆର.ଧାନ -୩୦୭ ତଥା ଶଙ୍କର କିସମ ଅଜୟ ଓ ରାଜଲକ୍ଷ୍ମୀ ବ୍ୟବହାର କରନ୍ତୁ.ଜଳ ସେଚିତ ଖାଲୁଆ ଜମି ପାଇଁ ଧାନ କିସମ ଯଥା -ପୂଜା, ସି. ଆର. ଧାନ -୩୦୦, ସି. ଆର. ଧାନ -୭୦୨(ଶଙ୍କର କିସମ ) ବ୍ୟବହାର କରନ୍ତୁ. KVK JSG
---------------------
ଉଚ୍ଚାଜମି ପାଇଁ ଧାନ କିସମ- ସହଭାଗୀଧାନ, ସତ୍ୟଭାମା, ଖଣ୍ଡଗିରି, ସିଦ୍ଧାନ୍ତ, ବନ୍ଦନା , ଅଞ୍ଜଳି ବ୍ୟବହାର କରନ୍ତୁ. ବିହନ ସର୍ବଦା ଭଲ ସ୍ଥାନ ଯଥା ଗବେଷଣା ଅନୁଷ୍ଠାନ, କୃଷି ବିଶ୍ୱ ବିଦ୍ୟାଳୟ, ତଥା କୃଷି କାର୍ୟଳୟ ରୁ ସଂଗ୍ରହ କରନ୍ତୁ. କୃଷି ବିଜ୍ଞାନ କେନ୍ଦ୍ର , ଝାରସୁଗୁଡା
---------------------
ଗାଈ ଛୁଆ ଜନ୍ମ କରିବାର ୪୫-୬୦ ଦିନ ମଧ୍ୟରେ ଗରମ କୁ ନ ଆସିଲେ , ତାକୁ ୩୦-୩୫ ଗ୍ରାମ ମିନେରାଲ ମିକ୍ସଚାର ପେଜ କିମ୍ବା ତୋରାଣି ମିଶାଇ ଖାଇବାକୁ ଦିଅନ୍ତୁ. କୃଷି ବିଜ୍ଞାନ କେନ୍ଦ୍ର , ଝାରସୁଗୁଡା
---------------------
ଗର୍ଭାବତୀ ଗାଈ ମାନଙ୍କୁ ଭିଟାମିନ D (୨୦-୩୦ ମିଲିଅନ ୟୁନିଟ ପ୍ରତି ଦିନ ହିସାବରେ) ଛୁଆ ଜନ୍ମ ହବାର ୫-୭ ଦିନ ପୂର୍ବରୁ ଖାଦ୍ୟରେ ମିଶାଇ ଦେଲେ ଦୁଗ୍ଧଜର ହେବାର ସମ୍ଭାବନା ଖୁବ କମ ହୋଇଥାଏ.ଛୁଆ ଜନ୍ମ ହେବ ପରେ ବାଛୁରୀ କୁ ମାର କସ କ୍ଷୀର ତିନି ଦିନ ପର୍ଯନ୍ତ ନିଶ୍ଚୟ ଦିଅନ୍ତୁ.କୃଷି ବିଜ୍ଞାନ କେନ୍ଦ୍ର, ଝାରସୁଗୁଡା
---------------------
ମହିସା ରୋଗ ଦେଖାଯାଉଥିବା ଅଂଚଳରେ ଧାନର ତଳି ଅବସ୍ଥାରେ ପ୍ରତି ୧ ଲିଟର ପାଣିରେ ୧ ଗ୍ରାମ ଟ୍ରାଇସାଇକ୍ଳଯ଼ୋଲ (Tricyclazol ) କିମ୍ବା ୨ ମି. ଲି ହିନୂସାନ ମିଶାଇ ସ୍ପ୍ରେ କରିବା ଦରକାର
---------------------

From Sr. Scientist & Head's Desk

Prof. P. K. Roul

Honble Vice Chancellor OUAT Bhubaneswar

Prof. P. J. Mishra

Dean Extension Education OUAT Bhubaneswar

Dr. P. Dey

Director ICAR ATARI Kolkata

Hide Main content block

Weather Forecast

Office Location Map

Important website links

    OUAT   |    ICAR   |    ATARI Zone V   |    Government of Odisha   |    IMD Odisha   |    Agriculture Meteorology    |    Agri mart    |    Dept. of Agriculture Odisha    |    Mkisan   |    KVK Knowledge Network   

  Other KVK Website Links

    Anugul   |    Balangir   |    Balasore   |    Bargarh   |    Boudh   |    Cuttack   |    Deogarh   |    Dhenkanal   |    Ganjam-1   |    Ganjam-2   |    Gajapati   |    Jagatsinghapur   |    Jajpur   |    Jharsuguda   |    Kalahandi   |    Kandhamal   |    Kendrapara   |    Kendujhar   |    Khurdha   |    Koraput   |    Malkangiri   |    Mayurbhanj-1   |    Mayurbhanj-2   |    Nabarangpur   |    Nayagarh   |    Nuapara   |    Puri   |    Sambalpur   |    Sonepur   |    Sundergarh-1   |    Sundergarh-2   

Copyright © Krishi Vigyan Kendra Jharasuguda

Visitor Counter